ପାନୀୟ ଜଳ ପାଇଁ ହନ୍ତ ସନ୍ତ ଗୁମାଲଗୁଡା ବାସୀ

କୋରାପୁଟ (ମଦନ ମୋହନ ସାହୁ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକର ଚାରାଙ୍ଗୁଳ ପଞ୍ଚାୟତ ଅନ୍ତର୍ଗତ ଗୁମାଲଗୁଡା ଗ୍ରାମରେ ପାନୀୟ ଜଳର ଘୋର ସଙ୍କଟ ଦେଖା ଦେଇଛି।

Read more