ଭାଇରାଲ୍ ହେଲା ହଟ୍ ଉର୍ବଶୀଙ୍କର ଦେଶୀ ଲୁକ୍
ମୁମ୍ବାଇ (ଟୁଡେ ଓଡ଼ିଶା ବ୍ୟୁରୋ) : ଅଭିନେତ୍ରୀ ଉର୍ବଶୀ ରୌତେଲା ନିଜ ହଟ୍ ଅନ୍ଦାଜ ପାଇଁ ସବୁବେଳେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି ।

ଏହି ଫଟୋଗୁଡିକରେ ତାଙ୍କର ହଟ୍ ଲୁକ୍ ସାଙ୍ଗକୁ ଗ୍ଲାମରସ ଅନ୍ଦାଜ ମଧ୍ୟ ଦେଖିବାକୁ ମିଳେ। କିନ୍ତୁ ନିକଟରେ ଉର୍ବଶୀଙ୍କର ଏଭଳି ଏକ ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ହଠାତ୍ ସେ ଉର୍ବଶୀ ବୋଲି ଚିହ୍ନି ହେଉନି।

ପ୍ରତିଦିନ ତାଙ୍କର କିଛି ନା କିଛି ଫଟୋ ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କ ପ୍ରଶଂସା ସାଉଁଟି ଥାଏ । ମିଡିଆ ରିପୋର୍ଟ ଅନୁଯାୟୀ ଉର୍ବଶୀ ତାଙ୍କ ଅପ୍କମିଂ ପ୍ରୋଜେକ୍ଟରେ ଜଣେ ବିବାହିତ ମହିଳା ଚରିତ୍ରରେ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।