ପୁଣି ଭାଇ ଭଗାରି ହେଲା ଭଗାରି

ବୌଦ୍ଧ (ଟୁଡେ ଓଡିଶା ବ୍ୟୁରୋ) : ରବିବାର ରାତିରେ ବାଉଁଶୁଣୀ ଥାନା ଗୋଛାପଡା ଗ୍ରାମପଞ୍ଚାୟତର ମଲିକପଡ଼ା ଗ୍ରାମରେ ପାରିବାରିକ କଳହକୁ ନେଇ ଏକ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି।

Read more