ସେନ୍ସେକ୍ସ ୩୯୯ ଅଙ୍କ ବୃଦ୍ଧି

ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ସକାଳ ୯ଟା ୨୦ ସୁଦ୍ଧା ସେନସେକ୍ସ ୨୨୩ ଅଙ୍କ ହ୍ରାସ ପାଇ ୪୮,୯୩୬.୩୫ରେ ପହଞ୍ଚିଯାଇଥିଲା । କାରବାର ସମୟରେ ଦିନ ୯ଟା ୪୦ ସୁଦ୍ଧା ସେନସେକ୍ସ ୩୯୯ ଅଙ୍କ ବୃଦ୍ଧି ପାଇ ୪୯,୫୫୮.୭୭ରେ ପହଞ୍ଚିଯାଇଥିଲା । କାରବାରର ଦ୍ବିତୀୟ ଦିନରେ ସେୟାର ବଜାରରେ ଉତ୍ଥାନ-ପତ୍ତନ ଦେଖିବାକୁ ମିଳିଛି । ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସୁଚକାଙ୍କ ଅନୁଯାୟୀ ସେନ୍‌ସେକ୍ସ ୨୮୨ ଅଙ୍କ ବୃଦ୍ଧି ପାଇ ୪୯,୪୪୧ରେ ଖୋଲିଥିଲା । କାରବାର କିଛି ସମୟ ପରେ ସେନସେକ୍ସ ଲାଲ ସଙ୍କେତକୁ ଖସିଆସିଥିଲା ।

ସେହିଭଳି ନେସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୦୦ ଅଙ୍କ ବୃଦ୍ଧି ପାଇ ୧୪,୭୩୭ରେ ଖୋଲିଥିଲା । ସକାଳ ୯ଟା ୨୦ ସୁଦ୍ଧା ନିଫ୍ଟି ୬୪ ଅଙ୍କ ହ୍ରାସ ପାଇ ୧୪,୫୭୩.୯୦ରେ ପହଞ୍ଚିଯାଇଥିଲା । କାରବାର ସମୟରେ ଦିନ ୯ଟା ୪୦ ସୁଦ୍ଧା ନିଫ୍ଟି ୧୨୦ ଅଙ୍କ ବୃଦ୍ଧି ପାଇ ୧୪,୭୫୭.୭୫ରେ ପହଞ୍ଚିଯାଇଥିଲା ।

Bisal Mohanty

www.todayodisha.in (ଆପଣଙ୍କ ସ୍ୱର, ଆମ ଖବର) is a Digital Media Venture in Odisha Which Caters to the Growing need of people on the move to keep themselves updated primarily with the latest news of Odisha as well as stay informed on important national and international updates. Latest Videos and pictures are the key to put perspective to a news and we make every effort to deliver our viewers the latest videos and pictures along with the news text. www.todayodisha.in believes in the power of digital technology backed by quality content delivered by passionate and experienced professionals. Our Contact Mobile and WhatsApp : 9178-26-9168 Email : editortodayodisha@gmail.com Facebook Page : Today Odisha Twitter : @today_odisha1

Leave a Reply

Your email address will not be published. Required fields are marked *