ପୁଣୀ ସ୍ୱାଭିମାନ ଅଞ୍ଚଳ ବିଏସଏଫ ୯ବାଟାଲିୟନକୁ ମିଳିଲା ସଫଳତା
ମାଲକାନଗିରି/ଚିତ୍ରକୋଣ୍ଡା (ଖିରୋଦ ବେହେରା) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଵଭିମାନ ଅଞ୍ଚଳର ହାନ୍ତାଳ ଗୁଡା ୯ବାଟାଲିୟନ ବିଏସଏଫ ଯବାନଙ୍କୁ ମିଳିଛି ବଡ ସଫଳତା। ଗୁଇନ୍ଦା ସୂତ୍ରରୁ ଖବର ପାଇ BSF ଯବାନ ସର୍ଚ୍ଚ ଅପରେସନରେ ଯିବା ସମୟରେ କଦଳିବନ୍ଧା ଗ୍ରାମ ନିକଟ ପାହାଡ ପାଖରେ ମାଓବାଦୀଙ୍କ ଗୋଟେ ବ୍ୟାଗକୁ ପଡିଥବାର ଦେଖି ଥିଲେ ଓ ସେହି ବେଗକୁ ସର୍ଚ୍ଚ କରିବା ପରେ ସେଥିରୁ ୨ଟି ପ୍ରେସର MINE ବୋମା, ଗୋଟିଏ ଟିଫିନ ବୋମା କିଛି ପ୍ରେଗନେସି କୀଟ, ମେଡ଼ିସିନ, ବେଲ୍ଟ, ଡ୍ରେସ ସାବୁନ ଓ ନୀତିଦିନ ବ୍ୟବହାର ପଆନିଆ ମିଳିଥିଲା।

ତୁରନ୍ତ ସେଠାରେ BSF ବମ SQAD ଆସି ଏହି ବମକୁ ନିଷ୍କ୍ରିୟ କରିଥିଲେ। ସୂଚନା ଅନୁଯାୟୀ କିଛି ଦିନ ଧରି ସ୍ଵଭିମାନ ଅଞ୍ଚଳରେ BSF ଯବାନ ବାରମ୍ବାର ମାଓ ସାମଗ୍ରୀ ଜବତ କରିବା ସହ ମାଓବାଦୀ ନଙ୍କ ଯୋଜନାକୁ ଭଣ୍ଡୁର କରି ଆସୁଛନ୍ତି। ଏହି ସ୍ପେସର ବୋମା BSF ଓବାଦୀ ବିଫଳ ହୋଉଛନ୍ତି।