ତୈଳ ଦର କ୍ରମାଗତ ଭାବେ ବୃଦ୍ଧି
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ଦିନକୁ ଦିନ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି। ଶନିବାର ଡିଜେଲର ମୂଲ୍ୟ ୩୭ରୁ ୩୯ ପଇସା ବୃଦ୍ଧି ପାଇଥିବା ବେଳେ ପେଟ୍ରୋଲର ମୂଲ୍ୟ ମଧ୍ୟ ୩୮ ରୁ ୩୯ ପଇସାକୁ ବୃଦ୍ଧି ପାଇଛି।