ଏକାଠି ନଜର ଆସିବେ ରଣବୀର ଓ ଶ୍ରଦ୍ଧା
ମୁମ୍ବାଇ (ଟୁଡେ ଓଡିଶା ବ୍ୟୁରୋ) : ଏକାଠି ନଜର ଆସିବେ ବଲିଉଡ୍ ହ୍ୟାଣ୍ଡ୍ସମ୍ ହଙ୍କ୍ ରଣବୀର କପୁର ଓ ଚୁଲ୍ବୁଲି ନାୟିକା ଶ୍ରଦ୍ଧା କପୁର। ପ୍ରଥମଥର ପାଇଁ ନିର୍ଦ୍ଦେଶକ ଲଭ୍ ରଞ୍ଜନ ଓ ରଣବୀର କପୁରଙ୍କ ସହ ଅଭିନୟ କରି ଶ୍ରଦ୍ଧା ବେଶ୍ ଉତ୍ସାହିତ ଥିବା ଜଣାପଡ଼ୁଛି। ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଯାଇଥିବା ବେଳେ ଦିଲ୍ଲୀରେ ଏହାର ଏକ ଅଂଶ ସୁଟିଂ ଶେଷ ହୋଇଛି।