ଭାରତ-ଇଂଲଣ୍ଡ୍ ଟେଷ୍ଟ୍
ନୂଆଦିଲ୍ଲୀ (ଟୁଡେ ଓଡିଶା ବ୍ୟୁରୋ) : ସମ୍ପ୍ରତି ଚେନ୍ନାଇର ‘ଏମ୍ଏ ଚିଦମ୍ବରମ୍ ଷ୍ଟାଡିୟମ୍ରେ ଭାରତ-ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ର ୪ର୍ଥ ଦିନରେ ଭାରତୀୟ କ୍ରିକେଟ୍ ଟିମ୍ ୩୩୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଭାରତୀୟ ଖେଳାଳି ସୁନ୍ଦର ଏବଂ ଅଶ୍ୱିନ ଯୋଡ଼ି ୪୮ ରନ୍ କରି ଇଂଲଣ୍ଡ୍ର ବୋଲର୍ମାନଙ୍କୁ ହତାଶ କରି ଦେଇଥିଲେ। ୨୫୭ ରନ୍ରେ ୬ ଓ୍ଵିକେଟ୍ ହରାଇଥିବା ଭାରତ ଆଜି ଖେଳ ଆରମ୍ଭ କରିଥିଲା।